Audio

Forum

Read

Contests

Language


Write

Sign in
Wohoo!,
Dear user,
ଆମ କରେନ୍ସି
ଆମ କରେନ୍ସି
★★★★★

© Srinibas Mahalik

Others

1 Minutes   6.7K    7


Content Ranking

ଆମର କରେନ୍ସି ରଙ୍ଗ ବେରଙ୍ଗର

 ଦିଶୁଛି ଭଳିକି ଭଳି

 ଲାଗୁଛି ସତେକି ଆର୍.ବି.ଆଇ ଉପରେ

 ରେନବୋ ଦେଇଛି ଢାଳି..

 ହଳଦିଆ ନାଲି ନେଳି..

 ଓ୍ୱାଲେଟ ଭିତରେ ରଖିଦେଲେ ଏହା

 ଲାଗେ କଲରଫୁଲ୍ ଭଳି।।

 ଆମ କରେନ୍ସିର ରୂପରେଖ ଯଦି

 ହୋଇଲା ପରିବର୍ତ୍ତନ

 ତା'ହେଲେ କାହିଁକି ହୋଇପାରିବନି

 ଅନ୍ୟଠାରୁ ରୁପି ଭିନ୍ନ..

 କେବେ ସେ ଆସିବ ଦିନ..

 ଡଲାର ସହିତ ରୁପିର ହୋଇବ

 ବରାବର ପୋଜିସନ ?

କରେନ୍ସି କଲରଫୁଲ୍ ପୋଜିସନ

Rate the content


Originality
Flow
Language
Cover design

Comments

Post


Some text some message..