ଆମ କରେନ୍ସି
ଆମ କରେନ୍ସି
1 min
6.7K
ଆମର କରେନ୍ସି ରଙ୍ଗ ବେରଙ୍ଗର
ଦିଶୁଛି ଭଳିକି ଭଳି
ଲାଗୁଛି ସତେକି ଆର୍.ବି.ଆଇ ଉପରେ
ରେନବୋ ଦେଇଛି ଢାଳି..
ହଳଦିଆ ନାଲି ନେଳି..
ଓ୍ୱାଲେଟ ଭିତରେ ରଖିଦେଲେ ଏହା
ଲାଗେ କଲରଫୁଲ୍ ଭଳି।।
ଆମ କରେନ୍ସିର ରୂପରେଖ ଯଦି
ହୋଇଲା ପରିବର୍ତ୍ତନ
ତା'ହେଲେ କାହିଁକି ହୋଇପାରିବନି
ଅନ୍ୟଠାରୁ ରୁପି ଭିନ୍ନ..
କେବେ ସେ ଆସିବ ଦିନ..
ଡଲାର ସହିତ ରୁପିର ହୋଇବ
ବରାବର ପୋଜିସନ ?