Audio

Forum

Read

Contests

Language


Write

Sign in
Wohoo!,
Dear user,
ଦିଅନା ପୃଥିବୀଟେ ମୋତେ
ଦିଅନା ପୃଥିବୀଟେ ମୋତେ
★★★★★

© Sunanda Mohapatra

Others

1 Minutes   6.5K    5


Content Ranking

ହେ ପୁରୁଷ,

ତୁମେ ମତେ ପ୍ରେମ ଦିଅ

ମୁଁ ତୁମର ପ୍ରେରଣା ହେବି,

ତୁମେ ମୋତେ ଶ୍ରଦ୍ଧା ଦିଅ

ମୁଁ ତୁମର ସାହାରା ହେବି,

ତୁମେ ମତେ ବିଶ୍ବାସ ଦିଅ

ମୁଁ ତୁମକୁ ନିଶ୍ବାସ ଦେବି ,

ଦିଅନା ପୃଥିବୀଟେ ମୋ'ତେ....

ମୁଁ ତୁମକୁ ସ୍ବର୍ଗ ଦେବି !! 

ପୁରୁଷ ପ୍ରେରଣା ସ୍ବର୍ଗ

Rate the content


Originality
Flow
Language
Cover design

Comments

Post


Some text some message..