Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରେମ ଖାଲି ମୋହ
ପ୍ରେମ ଖାଲି ମୋହ
★★★★★

© Er Jayashree Jena

Others

1 Minutes   6.8K    6


Content Ranking

ଅଜାଣତେ ଭିଜିଯାଏ ଆଖି ଦୁଇ

ଚୁପ୍ ଚାପ୍ ଓଠ ଲୁହ ଯାଏ ପିଇ,

ମନଟା ତ ଚାପି ପାରେନି କୋହ

ପାଗଳ କରେ ଯନ୍ତ୍ରଣାର ମୋହ ;

ଅନ୍ଧକାରେ ପୁରିଯାଏ ସଂପର୍କ ନଅର

ଅଦିନିଆ ବର୍ଷା ଭାଙ୍ଗିଦିଏ ବାଲିଘର ;

ଫୁଲକଢି ଝଡିଯାଏ କୁହୁଡି ସ୍ପର୍ଶରେ

ଜୁଇ ପୁଣି ଜଳାହୁଏ ବିବାହ ବେଦିରେ,

ସଂପର୍କର ନଈ ବହେ ବାଟବଣା ହୋଇ

ନିଦ ଗଲେ ଭାଙ୍ଗି ସ୍ଵପ୍ନ ରହେ ନାହିଁ ।

ଆଖି ବାଲିଘର ବେଦି ସ୍ଵପ୍ନ

Rate the content


Originality
Flow
Language
Cover design

Comments

Post


Some text some message..