Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er Jayashree Jena

Others

3  

Er Jayashree Jena

Others

ପ୍ରେମ ଖାଲି ମୋହ

ପ୍ରେମ ଖାଲି ମୋହ

1 min
6.8K


ଅଜାଣତେ ଭିଜିଯାଏ ଆଖି ଦୁଇ

ଚୁପ୍ ଚାପ୍ ଓଠ ଲୁହ ଯାଏ ପିଇ,

ମନଟା ତ ଚାପି ପାରେନି କୋହ

ପାଗଳ କରେ ଯନ୍ତ୍ରଣାର ମୋହ ;

ଅନ୍ଧକାରେ ପୁରିଯାଏ ସଂପର୍କ ନଅର

ଅଦିନିଆ ବର୍ଷା ଭାଙ୍ଗିଦିଏ ବାଲିଘର ;

ଫୁଲକଢି ଝଡିଯାଏ କୁହୁଡି ସ୍ପର୍ଶରେ

ଜୁଇ ପୁଣି ଜଳାହୁଏ ବିବାହ ବେଦିରେ,

ସଂପର୍କର ନଈ ବହେ ବାଟବଣା ହୋଇ

ନିଦ ଗଲେ ଭାଙ୍ଗି ସ୍ଵପ୍ନ ରହେ ନାହିଁ ।


Rate this content
Log in