Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Susmita Dash

Tragedy Abstract

2  

Dr Susmita Dash

Tragedy Abstract

କ୍ଷତାକ୍ତ ହୃଦୟ

କ୍ଷତାକ୍ତ ହୃଦୟ

7 mins
6.7K


ଭାଙ୍ଗି ଗଲିଣି ସଂପୂର୍ଣ୍ଣ ରୂପେ,

ଜାଣେନା କହିବି କିପରି ଭାବେ...

ଜାଣେନି କିପରି ଖୋଲିବି ମୋ ମନ,

ନିର୍ଣ୍ଣିତ ନହୋଇ ସଂସାର ଆଗେ।

କାନ୍ଦିବି କିଭଳି କୁହ ?

ଅମ୍ଲ ହୋଇଛି ମୋ ଲୁହ...

ଚାହେଁ ବୁଝିଯାଅନ୍ତ ମୋ ନୀରବତାକୁ,

ଚାହେଁ ଦେଖିପାରନ୍ତ ଅଦୃଶ୍ୟ ବ୍ୟଥାକୁ,

କ୍ଷତାକ୍ତ ହୃଦୟରୁ ନିର୍ଗତ ଶବ୍ଦ...

ରକ୍ତର ରୂପ ନେଇ କରିଛି କ୍ଷୁବ୍ଧ। 

ତଥାପି ଅପେକ୍ଷାରେ ରହିଛି ତୁମରି,

ଯୋଡ଼ି ଦେବ କାଳେ କଟାଦାଗ ମୋରି,

ନିର୍ବୋଧ ମୁଁ ଅକାରଣେ କରୁଛି ଶୋଚନା,

ଜାଣିସୁଦ୍ଧା ତୁମେ ଆନନ୍ଦିତ ମୋ ବିନା।


Rate this content
Log in