Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

3  

Padmalaya Mishra

Others

ମନ୍ଦିର

ମନ୍ଦିର

1 min
218



ଶରୀର ମନ୍ଦିରେ ଆତ୍ମା ଜଗନ୍ନାଥ

ଭକ୍ତି ଓ ଭାବ ଅଟେ ନୈବେଦ୍ୟ

ଦୟା ଆଉ କ୍ଷମା ଯତ୍ନେ ଗୁନ୍ଥା ହାର

ତେବେ କାହିଁକି ଯିବା ମନ୍ଦିର ।


ସ୍ନେହ-ପ୍ରେମ-ମୈତ୍ରୀ ଆଭୂଷଣ କଲେ

ପ୍ରଭୁ ପୟରେ ଲୟ ରଖିଲେ

ହାତ ବଢାଇବେ ପତିତପାବନ

ପାପ ନିମନ୍ତେ ନଥିବ ସ୍ଥାନ ।


Rate this content
Log in