ଅଙ୍କା ବଙ୍କା - 104
ଅଙ୍କା ବଙ୍କା - 104
ଆର ଜନମକୁ
ସ୍ୱର୍ଗ ପଠା ଅବା ପାତାଳ ପଠା
ଯମ ପୁରେ ପଛେ ଖାଏ ଗୋଇଠା
ସୁଖ ଦୁଃଖ ମୋର ବାଣ୍ଟିବା ପାଇଁ
(ପ୍ରଭୁ)
ରଖିଥିବେ ପାଖେ ସାଙ୍ଗ ଦୁଇଟା
ପ୍ରମୋଦ କୁମାର ଜେନା ©
ଆର ଜନମକୁ
ସ୍ୱର୍ଗ ପଠା ଅବା ପାତାଳ ପଠା
ଯମ ପୁରେ ପଛେ ଖାଏ ଗୋଇଠା
ସୁଖ ଦୁଃଖ ମୋର ବାଣ୍ଟିବା ପାଇଁ
(ପ୍ରଭୁ)
ରଖିଥିବେ ପାଖେ ସାଙ୍ଗ ଦୁଇଟା
ପ୍ରମୋଦ କୁମାର ଜେନା ©