Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Romance Inspirational

5.0  

Sukanti Hotta

Romance Inspirational

ସିନ୍ଦୁର

ସିନ୍ଦୁର

1 min
277


ସିନ୍ଦୁର ପରା ସୌଭାଗ୍ୟ ପ୍ରତୀକ

ସ୍ତ୍ରୀ ମଥାରେ ଥାଏ

ସୌନ୍ଦର୍ଯ୍ୟ ବଢ଼ାଇ ସୁଖଶାନ୍ତିର

ସଂସାର ଦେଇଥାଏ ।


ରାମଚନ୍ଦ୍ରଙ୍କର ମଙ୍ଗଳ ପାଇଁ

ସୀତାଙ୍କ ସିନ୍ଦୁର ଦେଖି

ବୀର ହନୁମାନ ସାରା ଶରୀରରେ

ସିନ୍ଦୁର ଦେଲେ ମାଖି ।


ଅଦଭୂତ ଅଟେ ଏହି ସିନ୍ଦୁର

ପ୍ରେମର ପ୍ରତୀକ ଅଟେ

ସମ୍ପର୍କକୁ ଗଢେ ସୁନ୍ଦର କରି

ବନ୍ଧନ କେବେ ନ ତୁଟେ ।



Rate this content
Log in