ସପନ ହଜିଗଲା ମୋର
ସପନ ହଜିଗଲା ମୋର
ସପନ ହଜିଗଲା ମୋର
କେଉଁ ଏକ ଅଜଣା ସହରରେ
ଆଜିବି ଖୋଜୁଛି ପାଉନି ତାକୁ
ଏମିତି ସପନ ଭୁଲିବାକୁ ଚାହିଁଲେ
ଭୁଲି ପାରୁନାହିଁ ତାକୁ
ନା ଏ କୂଳରେ ହେଲି
ନା ସେ କୂଳରେ ହେଲି
ମଝିରେ ରହିଗଲି
ଖାଲି ଦୁଃଖର କଳା ଅନ୍ଧାର ପାହାଡରେ
ଆଗକୁ ଖାଲି ଅନ୍ଧାର ପଛକୁ ବି ଅନ୍ଧାର
ବଞ୍ଚିବାକୁ ହୁଏ ଖାଲି ଆଖି ଲୁହରେ.......
ପ୍ରମିଳା ସାହୁ