Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୧୫

ସଂଳାପ-୧୫

1 min
1.2K


ସଂଳାପ-୧୫
 
*
ଅଛୁଆଁ ଅନୁଭୂତି,
ନ ଦେଖି ଛୁଇଁ ଯାଏ,
ଲାଜରେ ଜଡସଡ଼ବୁଡ଼ 
ହୋଇଯାଏ,
ସାରାଦେହ,
ତମ କଥା ପଡିଲେ
ମନ,
**
ତନୁଲତା-----,
କୁଆଡେ ଏମିତି ହୁଏ 
ତମ ଆଡେ 
କେବଳ 
କବିତାରେ ,ଆମ ଆଡେ 
କିନ୍ତୁ 
ବର୍ଷା ,ଶୀତ, ଖରା ପ୍ରଚୁର 
ସେମିତି ଯେମିତି
ଅନୁଭୂତିରେ ଜଳିବାରେ------!!
 
©®କାଶ୍ୟପ,ରାୟଗଡା।


Rate this content
Log in