Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

କା' ଲାଗି ଗାଇବି ଗୀତ କେ' ଶୁଣିବ

କା' ଲାଗି ଗାଇବି ଗୀତ କେ' ଶୁଣିବ

1 min
6.8K


କା' ଲାଗି ଗାଇବି ଗୀତ କେ' ଶୁଣିବ

 

ଆଭାକାନ୍ତ ମହାନ୍ତି

 

କା' ଲାଗି ଗାଇବି ଗୀତ କେ' ଶୁଣିବ

       ସେ ତ ଆଜି ବହୁଦୂରେ

କେ' ବୁଝି ହୃଦୟ ଗହନ ବ୍ୟଥାକୁ

       ତାଳ ଦେବ ସୁରେ ସୁରେ ? । ୦ ।

 

ଯାହା ଲାଗି ଛନ୍ଦ ମୂରତି ସାଜିଲା

       ମରୁରେ ଫୁଟିଲା ମଲ୍ଲୀ

ଚଇତାଳି ଭୁଲି ଚଇତ ହସିଲା

       ଫଗୁଣର ଖିଲିଖିଲି

ଜିଅନ୍ତା ପଥର ସଜାଇ ମୋତେ ସେ

       ହଜିଛି ଛଳନା ଧାରେ । ୧ ।

 

ବର୍ଣ୍ଣାଳି ବନାନୀ ମରୁ ପାଲଟିଛି

       ଚିନ୍ତନ ଯାଇଛି ଶୋଇ

ସେ ଗଲାପରଠୁଁ କୋଇଲିର କଣ୍ଠେ

       ବସନ୍ତ ଗୋ ଗାଉନାହିଁ

ଫୁଲିଉଠୁନାହିଁ ଅଳିର ହୃଦୟ

       ସୁରଭିର ତାରେ ତାରେ । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in