ପାପାଚାର
ପାପାଚାର
1 min
6.8K
ଥରେ ଭାବିଦେଖ..
ମହାପାପୀରୁ ବାଲ୍ମୀକି ହେବାଯାଏଁ,
ସବୁଯାକ ତପସ୍ୟାର,
ଆଉ ଏବେ -
ପ୍ରିୟ ମଣିଷରୁ ରତ୍ନାକର ହେବାଯାଏଁ,
ଯେତେସବୁ ପାପାଚାର,
ର କାରଣ ନୁହଁ କି' ତୁମେ ???