Audio

Forum

Read

Contests

Language


Write

Sign in
Wohoo!,
Dear user,
ପାପାଚାର
ପାପାଚାର
★★★★★

© Amiya Bej

Others

1 Minutes   6.8K    1


Content Ranking

ଥରେ ଭାବିଦେଖ..

ମହାପାପୀରୁ ବାଲ୍ମୀକି ହେବାଯାଏଁ,

ସବୁଯାକ ତପସ୍ୟାର,

ଆଉ ଏବେ -

ପ୍ରିୟ ମଣିଷରୁ ରତ୍ନାକର ହେବାଯାଏଁ,

ଯେତେସବୁ ପାପାଚାର,

ର କାରଣ ନୁହଁ କି' ତୁମେ ???

ପାପାଚାର

Rate the content


Originality
Flow
Language
Cover design

Comments

Post


Some text some message..