Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୧୧
ସଂଳାପ-୧୧
★★★★★

© Ram Prasad Bisoi

Others

1 Minutes   6.8K    1


Content Ranking

ସଂଳାପ-୧୧
 
କଥା ଦେଲାନି, ରଖି ନ ପାରିବା 
ଅହେତୁକ ଭୟ,
ଚାଲିଗଲା 
ବହୁଦୂର,
ଦିଗନ୍ତ ସେପାରି 
ଭିନ୍ନ ସେ ଇଲାକା,
ଗ୍ରହ ତାରା ଭରା,
ବଞ୍ଚିବା କଷ୍ଟ 
ସମର୍ପିତା 
ଯେ ଆଉ କାହାର ,
ଜଳିବା ମୋ ପ୍ରାରବ୍ଧ ।
 
କାଶ୍ୟପ,ରାୟଗଡା ,
 

ସଂଳାପ-୧୧

Rate the content


Originality
Flow
Language
Cover design

Comments

Post


Some text some message..