Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୧୧

ସଂଳାପ-୧୧

1 min
6.8K


ସଂଳାପ-୧୧
 
କଥା ଦେଲାନି, ରଖି ନ ପାରିବା 
ଅହେତୁକ ଭୟ,
ଚାଲିଗଲା 
ବହୁଦୂର,
ଦିଗନ୍ତ ସେପାରି 
ଭିନ୍ନ ସେ ଇଲାକା,
ଗ୍ରହ ତାରା ଭରା,
ବଞ୍ଚିବା କଷ୍ଟ 
ସମର୍ପିତା 
ଯେ ଆଉ କାହାର ,
ଜଳିବା ମୋ ପ୍ରାରବ୍ଧ ।
 
କାଶ୍ୟପ,ରାୟଗଡା ,
 


Rate this content
Log in