ବିଶ୍ବ ହସର ଦିନ
ବିଶ୍ବ ହସର ଦିନ
1 min
6.7K
ସୁବ୍ରତା ମହାନ୍ତି,
ବାଲେଶ୍ଵର
ହସିବ ଯିଏ ସାରା ସଂସାରକୁ
ଜିଣିବ ସିଏ ଖୁସି ର ଦୁନିଆ
ପରତେ ନ ହେବ ମନୁଆ ।।
ରାଗ, ହିଂସା ସବୁ ଭୁଲି
ହସିଦିଅ ମନ ଖୋଲି ।।
ଏଇତ ଜିବନ ଆଜି ଥିଲେ
କାଲି ନାହିଁ ମୋର ତୋର
କହି ସବୁ ଚାଲିଗଲେ
କ୍ଷଣିକ ଖୁସିରେ ସର୍ବଜନ ଭଲେ ।।