Audio

Forum

Read

Contests

Language


Write

Sign in
Wohoo!,
Dear user,
କହି ପାରିବୁକି କାଳିଆ
କହି ପାରିବୁକି କାଳିଆ
★★★★★

© Chittaranjan Lenka

Others

1 Minutes   1.2K    0


Content Ranking

କହି ପାରିବୁକି     ମୋତେ ରେ କାଳିଆ

କାହିଁକି ମନଟେ ଦେଲୁ

ଦେଲୁ ଦେଲୁ ମନ       କାହିଁକି ଏମିତି

ନରମ ତୁ କରିଦେଲୁ ?

 

ନରମ କରିଲୁ         ଦୁଃଖ ବି ନ ଥିଲା

ଭଲ ପାଇବା ଭରିଲୁ

ଭରିଲୁ ଭରିଲୁ     କାହିଁକି ମୋ ମନେ

  ଏତେ ବେଶୀ ଭରିଦେଲୁ ?

 

ଭରିଦେଲୁ ସିନା         ମୋର ଖୁସୀ ପାଇଁ

ଦୁଃଖରେ ହେଲି ହାଲିଆ

କାଢିବାକୁ ଶକ୍ତି         ଦେଲୁନାହିଁ କିଆଁ

କହରେ ମୋତେ କାଳିଆ ?

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)

ଖୁସି କାଳିଆ ମନ

Rate the content


Originality
Flow
Language
Cover design

Comments

Post


Some text some message..