Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

2  

Chittaranjan Lenka

Others

କହି ପାରିବୁକି କାଳିଆ

କହି ପାରିବୁକି କାଳିଆ

1 min
1.2K


କହି ପାରିବୁକି     ମୋତେ ରେ କାଳିଆ

କାହିଁକି ମନଟେ ଦେଲୁ

ଦେଲୁ ଦେଲୁ ମନ       କାହିଁକି ଏମିତି

ନରମ ତୁ କରିଦେଲୁ ?

 

ନରମ କରିଲୁ         ଦୁଃଖ ବି ନ ଥିଲା

ଭଲ ପାଇବା ଭରିଲୁ

ଭରିଲୁ ଭରିଲୁ     କାହିଁକି ମୋ ମନେ

  ଏତେ ବେଶୀ ଭରିଦେଲୁ ?

 

ଭରିଦେଲୁ ସିନା         ମୋର ଖୁସୀ ପାଇଁ

ଦୁଃଖରେ ହେଲି ହାଲିଆ

କାଢିବାକୁ ଶକ୍ତି         ଦେଲୁନାହିଁ କିଆଁ

କହରେ ମୋତେ କାଳିଆ ?

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in