Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଜଗତମାତା

ଜଗତମାତା

1 min
7.1K




ତ୍ରୈଲୋକ୍ୟ ବନ୍ଦିତା

ଦେବୀ ମହିଷାମର୍ଦ୍ଧିନୀ ।

ଜଗତର ମାତ ସୃଷ୍ଟି ଆରମ୍ଭେ

ହୋଇଲୁ ସମ୍ଭୁତ

ଯୋଗ ମାୟା ମହାମୟା

ବ୍ରହ୍ମ ସ୍ୱରୂପିଣୀ ।

ନବରାତ୍ରେ ନବନାମେ

ତୋ ପୟରେ କରେ ବନ୍ଦନ ।

ଜଗତ ଜନନୀ ଶତୃ ସଂହାରିଣୀ

ବ୍ରହ୍ମ ମୟୀ ତୁ ସ୍ୱାଧିଷ୍ଠାନ ଚକ୍ରରେ

ରହିଛୁ ବସି ।

ଅନ୍ତକରଣ ହେଉ ଶୁଦ୍ଧ

ବିଶ୍ୱାସ ରେ ନରହୁ ବିଷ

ତୋ କରୁଣା ଥାଉ ନିତ୍ୟ ।

ସଂସାରେ ଝରି ପଡୁ ଶାନ୍ତିର ପୁଷ୍ପ।


ସ୍ନିଗ୍ଧା ସାମନ୍ତରାୟ ।

ବାଲେଶ୍ଵର ।


Rate this content
Log in