Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Tragedy

3  

Hrushikesh Satpathy

Tragedy

ବନ୍ଧନ

ବନ୍ଧନ

1 min
7.0K


ଆଖି ଦୁଇ ତୁମ ଓଦା ହେଲେ ,
ମୋର
ହୃଦ ଆଇନାରେ
ଧାର ଧାର ଲୁହ ଝରେ ।

ସେ ଆଖିର ଛବି ଲୁଚିବ
କେମିତି
ଆଇନାରେ ମୋର
ପ୍ରତିବିମ୍ବ ଭାସିଯାଏ ।

ସମ୍ପର୍କର ମାନେ ନୁହେଁ ଖାଲି
ଖୁସି,
ହସ ଆଉ ଖେଳ,
କଉତୂକୀ ବାଲିଘର ।

ଜଣକ ଲୁହରେ ଆଉ ଜଣେ
ଭାସେ,
ତାହା ହିଁ ବନ୍ଧନ
ମଣିଷ ଓ ମଣିଷର ।


Rate this content
Log in

Similar oriya poem from Tragedy