Audio

Forum

Read

Contests

Language


Write

Sign in
Wohoo!,
Dear user,
ଇଚ୍ଛା
ଇଚ୍ଛା
★★★★★

© Naresh Kumar Behera

Romance

1 Minutes   6.3K    6


Content Ranking

ସତେ ଅବା ତା’ର ପଟ୍ଟା,

ମନମୁଗ୍ଧକାରୀ ହୋଇଥିଲା ବୋଧେ

ମୁଁ ହାତ ବଢେଇ ମଧ୍ୟ,

ଧରି ପାରିନଥିଲି ତା’କୁ

କାରଣ’ ସେତେବେଳେ ମୁଁ ଥିଲି

ଏକ ବାରବୁଲା ବାଦଲ

ଆଉ, ସେ କେତେବେଳେ ଲଜ୍ଜ୍ୟାଶୀଳା କୁମାରୀ ତ

କେତେବେଳେ, ଲୁଚକାଳୀ ଖେଳୁଥିବା ବନମୟୁରୀ |


ଆଜି ତା’ର ନୁପୁର ମୂର୍ଛନାରେ,

କେଜାଣି କାହିଁକି,

ମୋ ମନ କଳି କଳେ ଉଠୁଛି,

ଇଙ୍ଗିତ କରିବାକୁ,

ତା ସୌନ୍ଦର୍ଯ୍ୟର ଛଳନାକୁ,

ପ୍ରେମର ଯୌନ ଫାଶରେ ପଡି,

ଇଚ୍ଛା ହେଉଛି, ଖାଲି, ଶୋଷି ନେବାକୁ ତା’ର,

ଯୌବନର ଗନ୍ତାଘରକୁ |

ପ୍ରେମ ସୌନ୍ଦର୍ଯ୍ୟ ବାରବୁଲା

Rate the content


Originality
Flow
Language
Cover design

Comments

Post


Some text some message..