Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naresh Kumar Behera

Romance

2  

Naresh Kumar Behera

Romance

ଇଚ୍ଛା

ଇଚ୍ଛା

1 min
6.3K


ସତେ ଅବା ତା’ର ପଟ୍ଟା,

ମନମୁଗ୍ଧକାରୀ ହୋଇଥିଲା ବୋଧେ

ମୁଁ ହାତ ବଢେଇ ମଧ୍ୟ,

ଧରି ପାରିନଥିଲି ତା’କୁ

କାରଣ’ ସେତେବେଳେ ମୁଁ ଥିଲି

ଏକ ବାରବୁଲା ବାଦଲ

ଆଉ, ସେ କେତେବେଳେ ଲଜ୍ଜ୍ୟାଶୀଳା କୁମାରୀ ତ

କେତେବେଳେ, ଲୁଚକାଳୀ ଖେଳୁଥିବା ବନମୟୁରୀ |


ଆଜି ତା’ର ନୁପୁର ମୂର୍ଛନାରେ,

କେଜାଣି କାହିଁକି,

ମୋ ମନ କଳି କଳେ ଉଠୁଛି,

ଇଙ୍ଗିତ କରିବାକୁ,

ତା ସୌନ୍ଦର୍ଯ୍ୟର ଛଳନାକୁ,

ପ୍ରେମର ଯୌନ ଫାଶରେ ପଡି,

ଇଚ୍ଛା ହେଉଛି, ଖାଲି, ଶୋଷି ନେବାକୁ ତା’ର,

ଯୌବନର ଗନ୍ତାଘରକୁ |


Rate this content
Log in