Audio

Forum

Read

Contests

Language


Write

Sign in
Wohoo!,
Dear user,
ଇଛା
ଇଛା
★★★★★

© Trilochan Sahoo

Others

1 Minutes   6.9K    10


Content Ranking

ଯଉବନ ଏଠି ବନ୍ଧା ପଡିଅଛି

ଜୀବନ ଯମୁନା ପାଇଁ

ପ୍ରଣୟ ପ୍ରୀତିରେ ପ୍ରେମକରିବାକୁ

କହିବାକୁ କେହି ନାହିଁ ।

ଜହ୍ନ ଆଲୁଅରେ ପ୍ରେମିକାର ମୁହଁ

ଦିଶେ ତୋଫା ଜହ୍ନ କଇଁ

ନିଛକ ପ୍ରେମରେ ବାନ୍ଧି ହେବା ପାଇଁ

କେବେହେଲେ ଭାବି ନାହିଁ ।

ବନ୍ଧୁ ଟିଏ ଭାବି ହାତ ବଢେଇଲି

ସ୍ଵୀକାର ମିଳିଲା ନାହିଁ

ମନଟା ମୋର ଯେମିତି ସେମିତି

ମାନ ଅଭିମାନ ନାହିଁ ।

ଯଉବନ ଏଠି ବନ୍ଧା ପଡିଅଛି

ଜୀବନ ଯମୁନା ପାଇଁ

ଖାଲି ଜୀବନ ଯମୁନା ପାଇଁ ।

ଯଉବନ ପ୍ରେମ ବନ୍ଧୁ

Rate the content


Originality
Flow
Language
Cover design

Comments

Post


Some text some message..