Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Trilochan Sahoo

Others

2  

Trilochan Sahoo

Others

ଇଛା

ଇଛା

1 min
6.9K


ଯଉବନ ଏଠି ବନ୍ଧା ପଡିଅଛି

ଜୀବନ ଯମୁନା ପାଇଁ

ପ୍ରଣୟ ପ୍ରୀତିରେ ପ୍ରେମକରିବାକୁ

କହିବାକୁ କେହି ନାହିଁ ।

ଜହ୍ନ ଆଲୁଅରେ ପ୍ରେମିକାର ମୁହଁ

ଦିଶେ ତୋଫା ଜହ୍ନ କଇଁ

ନିଛକ ପ୍ରେମରେ ବାନ୍ଧି ହେବା ପାଇଁ

କେବେହେଲେ ଭାବି ନାହିଁ ।

ବନ୍ଧୁ ଟିଏ ଭାବି ହାତ ବଢେଇଲି

ସ୍ଵୀକାର ମିଳିଲା ନାହିଁ

ମନଟା ମୋର ଯେମିତି ସେମିତି

ମାନ ଅଭିମାନ ନାହିଁ ।

ଯଉବନ ଏଠି ବନ୍ଧା ପଡିଅଛି

ଜୀବନ ଯମୁନା ପାଇଁ

ଖାଲି ଜୀବନ ଯମୁନା ପାଇଁ ।


Rate this content
Log in