Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

5.0  

Akshayakumar Dash

Others

ମୁଖା

ମୁଖା

1 min
420


ବାଘ ବିଲେଇ ମାଙ୍କଡ଼

ବା ସୈତାନ ମୁଖପିନ୍ଧା

ବହୁରୂପୀ ମଣିଷ ,

କେତେବେଳେ ଧର୍ମ ଅବତାର

ସୁଧର୍ମାସଭା ର ପ୍ରବଚକ,

ଡହମିଛକହି ପଚା କଖାରୁ

ହାଟରେ ବିକି ବାଟରେ।

ହାତଦଳି ମିନତୀବିନତିକରି

କାମହାସଲ କରୁଥିବା ମହ।ମାନବ

ଜ୍ୟୋନ ବିକାରୀ ଢିପା ମ।ଷ୍ଟେ

ଏକାଡେମୀ ପୁରସ୍କାର ହକଦ।ର ।

ଏ ରଙ୍ଗମଂଚ ରେ ହିରୋନିଜେ

ନିଜକୁକେବେ ଜିରୋ କହେନି ,

ଅଭିନୟ କଳାର ସୀମାଡେଇ

କିଲାପୋତେଇ ଚାନ୍ଦାକୁ

ଚଳୁ କରୁଥିବା ଲଫଙ୍ଗା

ଚିଟଫଣ୍ଡଠକେଇ ଠିକାଦ।ରଙ୍କ

ହାତରେ ସରକାର ।

ବଜାରରେ ଘୁରୁଥିବା ଦଲାଲ

ଅପମିଶ୍ରଣକାରୀ

ବେପାରୀଗୋଷ୍ଠୀର ସଦସ୍ୟମାନେ

ଦେଶର କର୍ଣ୍ଣଧାର ।

ମୁଣ୍ଡଝାଳ ତୁଣ୍ଡରେ

କୃଷକ ର ଆତ୍ମକ।ହାଣୀ

ଟମାଟୋ ଖତହେଉଛି ବିଲରେ

ତ ନଈ ବାଲି ନିଲାମ

ସ୍ୱାଧୀନତାର ସତୁରୀବର୍ଷପରେ

ଟଙ୍କା ମିଳେ କାଳିଆଠାକୁର ନାରେ

ନେ , ଦେଭୋଟ ମତେ

ମୁଁ ତୁମସେବାରେ ।

ରେ ନବୀନା ଗୀତଗାଇ

ଆମ ଭୋଟର ଭାଇଙ୍କୁ

ଭୁଲୋଉଥିବା ପେଷାଦାର

ଭଡାଟିଆ ବହୁରୂପୀ।

ଅକ୍ଷୟକୁମାର ଦାଶ ଜାରକା ଯାଜପୁର






Rate this content
Log in