Audio

Forum

Read

Contests

Language


Write

Sign in
Wohoo!,
Dear user,
କ୍ଷଣ ଭଙ୍ଗୁର ଜୀବନ ଯାତ୍ରାରେ....
କ୍ଷଣ ଭଙ୍ଗୁର ଜୀବନ ଯାତ୍ରାରେ....
★★★★★

© Tapan Dixit

Abstract Others Inspirational

1 Minutes   6.6K    2


Content Ranking

କ୍ଷଣ ଭଙ୍ଗୁର ଜୀବନ ଯାତ୍ରାରେ

ମଧୁର ସମ୍ପର୍କ ବାଣ୍ଟି,

ଥକି ପଡ଼ ନାହିଁ

କ୍ଲାନ୍ତ ବି ହୁଅନି 

ଅବା ପଡ଼ ନାହିଁ ଝୁଣ୍ଟି ।।

କିଏ ଜାଣେ କେବେ ନତଜାନୁ ହୋଇ 

ମୃତ୍ୟୁର ତୋରଣ ଦ୍ୱାରେ ?

ମୁକ୍ତି ଭିକ୍ଷା ଥିବ ଜରାର ଜ୍ୱାଳାରେ

ଯୌବନ ଫେରିଲା ପରେ ।।

ଆସନ୍ତା କାଲିର ସମୟ କହିଵ 

ଆମ କଲାକର୍ମ ମାନ

ସାଇତି ରଖିବ ଚଲା ପଥପରୁ 

ପରିତ୍ୟକ୍ତ ପଦଚିହ୍ନ ।।

:ତପନ ଦୀକ୍ଷିତ(ବେଳାଭୂମି)

ନଷ୍ଟ ଜୀବନ କ୍ଷଣ ଭଙ୍ଗୁର

Rate the content


Originality
Flow
Language
Cover design

Comments

Post


Some text some message..