Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Abstract Others Inspirational

2  

Tapan Dixit

Abstract Others Inspirational

କ୍ଷଣ ଭଙ୍ଗୁର ଜୀବନ ଯାତ୍ରାରେ....

କ୍ଷଣ ଭଙ୍ଗୁର ଜୀବନ ଯାତ୍ରାରେ....

1 min
6.7K


କ୍ଷଣ ଭଙ୍ଗୁର ଜୀବନ ଯାତ୍ରାରେ

ମଧୁର ସମ୍ପର୍କ ବାଣ୍ଟି,

ଥକି ପଡ଼ ନାହିଁ

କ୍ଲାନ୍ତ ବି ହୁଅନି 

ଅବା ପଡ଼ ନାହିଁ ଝୁଣ୍ଟି ।।

କିଏ ଜାଣେ କେବେ ନତଜାନୁ ହୋଇ 

ମୃତ୍ୟୁର ତୋରଣ ଦ୍ୱାରେ ?

ମୁକ୍ତି ଭିକ୍ଷା ଥିବ ଜରାର ଜ୍ୱାଳାରେ

ଯୌବନ ଫେରିଲା ପରେ ।।

ଆସନ୍ତା କାଲିର ସମୟ କହିଵ 

ଆମ କଲାକର୍ମ ମାନ

ସାଇତି ରଖିବ ଚଲା ପଥପରୁ 

ପରିତ୍ୟକ୍ତ ପଦଚିହ୍ନ ।।

:ତପନ ଦୀକ୍ଷିତ(ବେଳାଭୂମି)


Rate this content
Log in