Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ଜୀବନ

ଜୀବନ

1 min
91


ଜୀବନରେ କଛି ରହିଗଲା ବାକି

କିଛି ରହିଲା ପୁରଣ ହେଲା

ଏକ ବର୍ଷ କମ୍ ହେଇଗଲା ପର ଲାଗିଲା

କିଛି ପୁରୁଣା ସ୍ମୃତି ପଛରେ ରହିଗଲି ମୁଁ

କିଛି ସ୍ବପ୍ନ ହୃଦୟରେ ଜଳି ଜଳି ରହିଗଲି ମୁଁ

କିଛି ନମାଗି ମଧ୍ୟ ଅନେକ ମିଳିଲା ମୋତେ

କିଛି ଖୁସିରେ ଗଲା ମୋ ଦିନ

କିଛି ଦୁଖରେ ଗଲା ମୋ ଦିନ

କଛି ସପ୍ତାହ ବହୁତ ବୁଲିଛି

କଛି ସପ୍ତାହ ସାହାଯ୍ୟ କରିବାରେ ଗଲା

କିଛି ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କଲି

କିଛି ଦିନ ଲାଗିଲା ମୁଁ ମୋର ଲାଈଫି ମଜା ନେଲି

କିଛି ଛାଡି ଦେଲି ମୁଁ 

କିଛି ହଜିଗଲି ମୁଁ କିଛି ହଜାଇ ଦେଲି ମୁଁ

କିଛି ଛାଡି କି ଚାଲି ଯାଇଛି କି ମୁଁ

କିଛି ନୂଆ ମିଶିବେ ଏଇଥର ମୋ ସହ

କିଛି ତ ମୋ ଉପରେ ବହୁତ ରାଗିଛନ୍ତି

କିଛି ତ ମୋ ଉପରେ ଖୁସି ହେଇଛନ୍ତି

କିଛି ମୋ ସହ ମିଶି ମଧ୍ୟ ଭୁଲି ଯାଇଛନ୍ତି

କିଛି ମୋତେ ଆଜି ବି ମଧ୍ୟ ମନେ ପକାଉଛନ୍ତି

କିଛି ମଧ୍ୟ ହେଇପାରନ୍ତି ଅଜଣା

କିଛି ମଧ୍ୟ କରୁଛନ୍ତି ବିରକ୍ତିପ୍ରକାଶ

କିଛି ମୋ ଅପେକ୍ଷାରେ ଏବେବି ଅଛନ୍ତି

କିଛି ମୁଁ ଅପେକ୍ଷା କରିଛି

କିଛି ଠିକ୍, କିଛି ମଧ୍ୟ ଭୁଲ୍

କିଛି ଭୁଲ୍ ହୋଇଥାଏ ତ କ୍ଷମା କରିଦେବ

ଆଉ କିଛି ଭଲ ଲାଗେ ତ ମନେ ପକାଇବେ

ଲାଇଫି ଟା କଣ ମୁଁ ଏ ତକ ବୁଝି ପାରିଲିନି

ଆଉ କିଛି ବାକି ରହିଲା ମନେ ପକେଇ ଦେଵି ll



Rate this content
Log in