ସମ୍ପଦ
ସମ୍ପଦ
1 min
7.1K
.
ପ୍ରତାପ ନାୟକ
୭୦୦୮୦୫୪୨୮୨
ଦୀପାଳୀର ଦୀପଶିଖା
ତରୁଣ ଅରୁଣ
ଅସୁମାରୀ ଦାବାନଳ
ସେଥିର କାରଣ ।।
ସ୍ଫୁରିଲା କାକର ବିନ୍ଦୁ
ପରାୟେ ମଗନ
ଆସ ବୁଲିଯିବା ତୁମ
ପ୍ରିତୀ ବୃନ୍ଦାବନ।।
ନିଉଛୁଣା ଶବଦର
କାରକ ବିଭକ୍ତ
ମଣିମୁକ୍ତା ସମ ସିଏ
ହେବ ଉନୁମୁକ୍ତ।।
ପାଦପ ପରାୟେ ଯିଏ
ଖେଳି ଯେ ଖେଳାଏ
ତାର ସମ ନାହିଁ କିଏ
ସମ୍ପଦ ପରାଏ।।