Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଆଜି ବଡଦିନ

ଆଜି ବଡଦିନ

1 min
223


ଆଜି ବଡଦିନ ଆଣିଛି ସୁଦିନ 

ନିଃସର୍ଗରେ ସର୍ବେ ଆସି

ଦେଖିବେ ଜନମ ପ୍ରଭୁ ଯୀଶୁଙ୍କର

ମନରେ ମହକେ ଖୁସି 


ନିଶା ଦେଖେ ଜ୍ୟୋତ୍ସ୍ନା ରାତ୍ରି କୋଳାହଳ

ଜାଗିଛନ୍ତି ସର୍ବେ ବସି

ଯୀଶୁ ପ୍ରଭୁ ଆଜି ଅବନତ ହେବେ

ପ୍ରାର୍ଥନା କରେ ପ୍ରତ୍ୟାଶୀ 


ନିଶାକର ହୃଦେ ନ୍ୟାସ କରିଛନ୍ତି 

ନିଶାମୁଖ ହେବ ସୁଖ

ପ୍ରତୀକ୍ଷାର ଅନ୍ତ ହୋଇବ ଏଦିନ 

ଆସୁଛନ୍ତି ନିୟାମକ। 


ବହୁ ଆଡମ୍ବରେ ପରବ ପୁରିବ

ସାନ୍ତା ଉପହାର ସାଥେ

କ୍ରିସମାସ୍ ଟିରି ଆଣିବ ଆବୁରି 

ଆଶା ସାଗରର ବକ୍ଷେ


ନୟନ ପୁରୁଛି ନିର୍ବାଦ ଦୃଷ୍ଟିରେ

ଚେତନା ନିର୍ଜର ସମ

ନିସ୍ତାର ମିଳିବ ନିର୍ବିଘ୍ନ ସହିତ

ପ୍ରଭୁ ହେଲେ ଧରାଧାମ 


ପ୍ରଶାନ୍ତ କୁମାର ହୋତା


Rate this content
Log in