ନୀରବ ଯନ୍ତ୍ରଣା
ନୀରବ ଯନ୍ତ୍ରଣା
କେଉଁ ଏକ ନୀରବ ବେଳାରେ
ସ୍ମୃତିର ସହରରେ
ଅବା ଘାସର ଗାଲିଚାରେ
ତୁମ ପ୍ରତିଛବି
ସ୍ପନ୍ଦିତ ହୃଦୟରେ
ବାସ୍ କ୍ଷଣିକ ସ୍ପର୍ଶରେ
ଯେମିତି କେଉଁ ଏକ
ନୀରବ ଯନ୍ତ୍ରଣା
-ପ୍ରମିଳା ସାହୁ
କେଉଁ ଏକ ନୀରବ ବେଳାରେ
ସ୍ମୃତିର ସହରରେ
ଅବା ଘାସର ଗାଲିଚାରେ
ତୁମ ପ୍ରତିଛବି
ସ୍ପନ୍ଦିତ ହୃଦୟରେ
ବାସ୍ କ୍ଷଣିକ ସ୍ପର୍ଶରେ
ଯେମିତି କେଉଁ ଏକ
ନୀରବ ଯନ୍ତ୍ରଣା
-ପ୍ରମିଳା ସାହୁ