ଅଣଦେଖା
ଅଣଦେଖା
ଆଖି ନ ପାଇବା ପର୍ଯ୍ୟନ୍ତ
ଦେଖିବାକୁ କଣ ମନା ଅଛି
ତଥାପି ସବୁ କଣ
ସବୁ କଥା ଦେଖିପାରନ୍ତି !
କିଛି ଦେଖି ବି, ଦେଖି ହୁଏନି
ଆଉ କିଛି ନଦେଖି ବି
ଦେଖିହୁଏ ସବୁକିଛି
ଖାଲି ଦେଖିବାର
ଆଖି ଥିଲେ ହେଲା ।
ଆଖି ନ ପାଇବା ପର୍ଯ୍ୟନ୍ତ
ଦେଖିବାକୁ କଣ ମନା ଅଛି
ତଥାପି ସବୁ କଣ
ସବୁ କଥା ଦେଖିପାରନ୍ତି !
କିଛି ଦେଖି ବି, ଦେଖି ହୁଏନି
ଆଉ କିଛି ନଦେଖି ବି
ଦେଖିହୁଏ ସବୁକିଛି
ଖାଲି ଦେଖିବାର
ଆଖି ଥିଲେ ହେଲା ।