Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା- ୧୦୯
ଜୀବନ ଗୀତା- ୧୦୯
★★★★★

© Geeta Sarangi

Others

1 Minutes   6.6K    4


Content Ranking

ଜୀବନ ଗୀତା- ୧୦୯

ଜୀବନର ମଞ୍ଜକଥା
ବୁଝୁଛି ଅବା କିଏ
ସଭିଏଁ ତ ପ୍ରହେଳିକା
ପଛରେ ଧାଇଁଥାଏ ॥୦॥

ଆଶାରେ ନିରାଶା
ନିରାଶାରେ ଆଶା
ଶଙ୍କାପୂର୍ଣ୍ଣ ଏ ଜୀବନ
ସତର୍କ ଭାବରେ
ଯେତେ ଚାଲିଲେବି
ଘଟିଯାଏ ଅଘଟଣ
ତଥାପି ମଣିଷ ମନ
ଆକାଶେ ଉଡୁଥାଏ ॥୧॥

ଗମ୍ଭୀର ଜୀବନେ
ହଟ ଚମଟର
ନଥାଏ ତ କେବେ ସ୍ଥାନ
ଉପଭୋଗବାଦୀ
ମଣିଷ ବୁଝେନି
ଆତ୍ମା ଏକା ଚିରନ୍ତନ
ଅନ୍ତରର ଶୁଦ୍ଧତାରେ
ଇଶ୍ୱର ପ୍ରାପ୍ତି ହୁଏ ॥୨॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post


Some text some message..