Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୧୦୯

ଜୀବନ ଗୀତା- ୧୦୯

1 min
6.7K


ଜୀବନ ଗୀତା- ୧୦୯

ଜୀବନର ମଞ୍ଜକଥା
ବୁଝୁଛି ଅବା କିଏ
ସଭିଏଁ ତ ପ୍ରହେଳିକା
ପଛରେ ଧାଇଁଥାଏ ॥୦॥

ଆଶାରେ ନିରାଶା
ନିରାଶାରେ ଆଶା
ଶଙ୍କାପୂର୍ଣ୍ଣ ଏ ଜୀବନ
ସତର୍କ ଭାବରେ
ଯେତେ ଚାଲିଲେବି
ଘଟିଯାଏ ଅଘଟଣ
ତଥାପି ମଣିଷ ମନ
ଆକାଶେ ଉଡୁଥାଏ ॥୧॥

ଗମ୍ଭୀର ଜୀବନେ
ହଟ ଚମଟର
ନଥାଏ ତ କେବେ ସ୍ଥାନ
ଉପଭୋଗବାଦୀ
ମଣିଷ ବୁଝେନି
ଆତ୍ମା ଏକା ଚିରନ୍ତନ
ଅନ୍ତରର ଶୁଦ୍ଧତାରେ
ଇଶ୍ୱର ପ୍ରାପ୍ତି ହୁଏ ॥୨॥


Rate this content
Log in