Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bhakta Charan Sunani

Thriller

2  

Bhakta Charan Sunani

Thriller

ତମ କଥା ମନେପଡେ

ତମ କଥା ମନେପଡେ

1 min
302


ତୋଫା ପୁନେଇଁରେ ରୁପେଲି ଜହ୍ନରେ

ଦିଶୁଥାଏ ତମ ମୁହଁ

ମନେପଡ ପ୍ରିୟା ତମେ ବେଶୀ ମତେ

ଝରୁଥାଏ ଆଖି ଲୁହ।


ଦିନରେ ରାତିରେ ଏକା ନୀରବରେ

ଭାବୁଥାଏ ତମ କଥା

ବୁଝେନା ଏ ଦିନ ବୁଝେନା ଏ ରାତି

ମୋ ମନ ଅକୁହା ବ୍ଯଥା।



Rate this content
Log in