Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

2  

Dipti lekha Mishra

Others

ଯତ୍ନ

ଯତ୍ନ

1 min
226


ହାତୀ ଭାରୀ ବଳୁଆ

ଆଜି କିଆଁ ଛାନିଆ ।

ପାଖେ ଅଛି ତା ଶିଶୁ

ମାଆ ଚାହେଁ ସେ ହସୁ ।

ବାଟବଣା ନ ହେଉ

ଏଣୁ ମାଁ ସାହା ହେଉ ।

ଶୁଣ୍ଢ ଧରି ମାଁ ଶିଖାଏ

ଚାଲିବାକୁ ଯେ ଧିରେ ।

ମା ଚାଲେ ଆଗେ ଆଗେ

ପିଲା ଟି ପାଖେ ପାଖେ ।

ସିଏ ବାପା ସିଏ ମା

ସିଏ ଗୁରୁ ଓ ନାଆ ।

ଜଙ୍ଗଲେ ବଡ ଜୀବ

ସବୁକୁ ସ୍ନେହ ଦେବ ।


Rate this content
Log in