Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanta Bhunya

Abstract

3  

Prasanta Bhunya

Abstract

ଉପନିଷତ୍‌

ଉପନିଷତ୍‌

1 min
6.8K


ତୋ ପାଇଁ ବହିଟିଏ

ତା’ ଉପରେ ଫୁଲକାଗଜର ବେଢ଼ଣ

ଅତି ଯତନର ସୁନାଡୋର ଗଣ୍ଠିରେ

ଏବେବି ବନ୍ଧା ହୋଇ ଥୁଆ

ତା’ ଉପରେ ଧୂଳି ପରସ୍ତ ପରସ୍ତ

ବର୍ଷା ବସନ୍ତ ବୈଶାଖ ଉଣ୍ଡି ଦେଖି ଯାଉଛନ୍ତି

ପ୍ରଶ୍ନମୁଦ୍ରାରେ ମୋର ଏକୌଶ ବ୍ରହ୍ମାଣ୍ଡ

ନିଅଣ୍ଟ ଏ ସାରା ଜନମ

ତୋ ହାତରେ ଦେବାକୁ

ତୋ ପାଇଁ ବହିଟିଏ…

-ପ୍ରଭୂ


Rate this content
Log in