Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ମିଛ ମାୟାର ଘର

ମିଛ ମାୟାର ଘର

1 min
318



ମିଛ ମାୟା ଘର କୁଡିଆ ମୋର

ମାୟା ଜାଲରେ ପଡି

ଘର ଛିଡାହେଲା ଭାଗାରି ସେ କଲା

ବାପା ପୁଅ ମାଡ ଗୋଡ ।


ଘର ଚାବି କରିଦିଏ ପୁଅ ମୋର

ବାପା ଏଠି ହୁଏ ପର

କୁନି ଛୁଆ ବନ୍ଧା ମାଆ ପଣେତେ

ଆମ ସମ୍ପକ ଡୋର ।


ଘର ସିନା ଆମ ଚାରିକାନ୍ଥ ସୁନ୍ଦର

ଘର ହେଲା କାନ୍ଥ ର ବାଡ

ଗେଟିଏ ଘର ଗୋଟିଏ ତାଲାକୁ 

ଚାବିକାଠି ଏଠି ବଡ ।


ଚାବିକାଠି କରିଦେଲା ସାତ ପର

ଆମ ଭାଗରେ ଥିଲା

ଭାଗ୍ ସହିଲାନି ଦାରୁଣ ସାଜିଲା

ସୁନା ଘର ଭାଙ୍ଗିଦେଲା ।


ଛୋଟ ଶିଶୁ ମାଆ କୋଳରୁ ଅଲଗା

କିଏ ସାଜିଲା ଦାଉ

ମୁଦିକୁ ପିନ୍ଧାଇ କଥା ସେ ଦେଇଥିଲେ

ଆଜି ସାଜିଲେ ଦାଉ ।


ମାୟାରେ ଜାଲରେ ଆମେ ଛନ୍ଦି 

ଏଠି କିଏ କାହାର

କେବେ ହେବ ଆମ ସୁନ୍ଦର ଘର

ପାପର ହେବି ପାର ।



Rate this content
Log in