Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଦିମ ତୃଷ୍ଣା
ଆଦିମ ତୃଷ୍ଣା
★★★★★

© Tapan Dixit

Romance

1 Minutes   6.8K    5


Content Ranking

ଶୁନ୍ୟ ପିଆଲା ଭରିଦିଅ ଥରେ

ଅଧରର ମଦିରାରେ 

ଆଦିମ ତୃଷ୍ଣା ମେଣ୍ଟି ଯାଉ କଣ୍ଠୁ 

ଏ ନିସଙ୍ଗ ଶର୍ବରୀ ରେ ,

ଝଙ୍କୃତ ହେଉ ନୂପୁରରୁ ତୁମ 

ଜୀବନ ମହ୍ଲାର ସୁର, 

ମୁକୁଳା କୃଷ୍ଣ କବରୀରେ ଖେଳୁ 

ବଳାହକ ଶ୍ରାବଣର ,

ଭିଜାଇ ଦିଅଗୋ ତନୁ ମନ ମୋର 

ସେଇ ଶ୍ରାବଣ ବର୍ଷାରେ, 

ଜଳି ଯାଉ ପଛେ ରୁପସୀ ଶର୍ବରୀ 

ଆମ ମିଳନ ଈର୍ଷାରେ.... ।।

ତପନ ଦୀକ୍ଷିତ(ବେଳାଭୂମି) 6.12.2017

ନାଶିକେଶ୍ୱର, କାକଟପୁର, ପୁରୀ

ଶର୍ବରୀ-ରାତ୍ରି , ବଳାହକ -ବାଦଲ ,ବଉଦ

ପିଆଲା ତୃଷ୍ଣା ମିଳନ

Rate the content


Originality
Flow
Language
Cover design

Comments

Post


Some text some message..