Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Romance

3  

Tapan Dixit

Romance

ଆଦିମ ତୃଷ୍ଣା

ଆଦିମ ତୃଷ୍ଣା

1 min
7K


ଶୁନ୍ୟ ପିଆଲା ଭରିଦିଅ ଥରେ

ଅଧରର ମଦିରାରେ 

ଆଦିମ ତୃଷ୍ଣା ମେଣ୍ଟି ଯାଉ କଣ୍ଠୁ 

ଏ ନିସଙ୍ଗ ଶର୍ବରୀ ରେ ,

ଝଙ୍କୃତ ହେଉ ନୂପୁରରୁ ତୁମ 

ଜୀବନ ମହ୍ଲାର ସୁର, 

ମୁକୁଳା କୃଷ୍ଣ କବରୀରେ ଖେଳୁ 

ବଳାହକ ଶ୍ରାବଣର ,

ଭିଜାଇ ଦିଅଗୋ ତନୁ ମନ ମୋର 

ସେଇ ଶ୍ରାବଣ ବର୍ଷାରେ, 

ଜଳି ଯାଉ ପଛେ ରୁପସୀ ଶର୍ବରୀ 

ଆମ ମିଳନ ଈର୍ଷାରେ.... ।।

ତପନ ଦୀକ୍ଷିତ(ବେଳାଭୂମି) 6.12.2017

ନାଶିକେଶ୍ୱର, କାକଟପୁର, ପୁରୀ

ଶର୍ବରୀ-ରାତ୍ରି , ବଳାହକ -ବାଦଲ ,ବଉଦ


Rate this content
Log in

Similar oriya poem from Romance