ଦୃଢ ନିଷ୍ଠା
ଦୃଢ ନିଷ୍ଠା
ଦୁଇ ହାତ ଟେକି ଦେଲେ ଶ୍ରୀପତିକୁ
ନିଜକୁ ଭାବିଣ ପର
ଦୁଃଖ ଶୋକ ସବୁ ଦୂର ହୋଇଯାଏ
ଶ୍ରେଷ୍ଠ ଜ୍ଞାନ ଏ ଗୀତାର
ହେଲେ ଏହା କେବେ ନୁହଁଇ ସହଜ
ଯେ ଚାହିଁବ କରିଦେବ
ଥିଲେ ଦୃଢ ନିଷ୍ଠା ମନ ସ୍ୱଚ୍ଛଳତା
ତେବେ ହିଁ ସଫଳ ହେବ
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ଦୁଇ ହାତ ଟେକି ଦେଲେ ଶ୍ରୀପତିକୁ
ନିଜକୁ ଭାବିଣ ପର
ଦୁଃଖ ଶୋକ ସବୁ ଦୂର ହୋଇଯାଏ
ଶ୍ରେଷ୍ଠ ଜ୍ଞାନ ଏ ଗୀତାର
ହେଲେ ଏହା କେବେ ନୁହଁଇ ସହଜ
ଯେ ଚାହିଁବ କରିଦେବ
ଥିଲେ ଦୃଢ ନିଷ୍ଠା ମନ ସ୍ୱଚ୍ଛଳତା
ତେବେ ହିଁ ସଫଳ ହେବ
ଚିତ୍ତ ରଞ୍ଜନ ଲେଙ୍କା (କଟକ)