Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Inspirational

2  

Chittaranjan Lenka

Inspirational

ଦୃଢ ନିଷ୍ଠା

ଦୃଢ ନିଷ୍ଠା

1 min
7K


ଦୁଇ ହାତ ଟେକି      ଦେଲେ ଶ୍ରୀପତିକୁ

ନିଜକୁ ଭାବିଣ ପର

ଦୁଃଖ ଶୋକ ସବୁ     ଦୂର ହୋଇଯାଏ

ଶ୍ରେଷ୍ଠ ଜ୍ଞାନ ଏ ଗୀତାର


ହେଲେ ଏହା କେବେ      ନୁହଁଇ ସହଜ

ଯେ ଚାହିଁବ କରିଦେବ

ଥିଲେ ଦୃଢ ନିଷ୍ଠା         ମନ ସ୍ୱଚ୍ଛଳତା

ତେବେ ହିଁ ସଫଳ ହେବ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in