Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଙ୍କା ବଙ୍କା - 151
ଅଙ୍କା ବଙ୍କା - 151
★★★★★

© Pramod Kumar Jena

Inspirational

1 Minutes   6.6K    3


Content Ranking

କିଏ ତ ଗଲାଣି          ହୃଦୟାଘାତରେ

ବହୁମୂତ୍ର କାର କାଳ

ପକ୍ଷାଘାତ ଖାଇ            କିଏ ପଡିଛନ୍ତି

ବେଳହୁଁ ହୋଇ ଅଚଳ


ଦିନ ଥିଲା ଖରା       ବରଷା ତୋଫାନ

ମାନୁ ତ ନଥିଲୁ କେବେ

ବୟସ ସରିଲେ           କାନର ମଇଳା

କ୍ୟାନ୍ସର୍ ଭଳିଆ ଲାଗେ

 ପ୍ରମୋଦ କୁମାର ଜେନା ©

ପକ୍ଷାଘାତ ବୟସ କ୍ୟାନ୍ସର୍

Rate the content


Originality
Flow
Language
Cover design

Comments

Post


Some text some message..