Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan Dixit

Abstract

2  

Tapan Dixit

Abstract

ଶୁଭରାତ୍ରୀ

ଶୁଭରାତ୍ରୀ

1 min
1.5K


ତୁମେ ଦେହ ଦହନର 

ଅମୁହାଁ ଚୂଲିଟେ

ମୁଁ କୁଟା,କାଠି, ଘଷି ଜାଳ

ତୁମେ ଜାଳି ଜଳୁଥାଅ

ମୁଁ ଜଳି ଭାଳୁଥାଏ 

ଆମ କଥା ସମ୍ପର୍କର ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in