Audio

Forum

Read

Contests

Language


Write

Sign in
Wohoo!,
Dear user,
ହୃଦୟ ମୃତ୍ୟୁର ଶୋକେ
ହୃଦୟ ମୃତ୍ୟୁର ଶୋକେ
★★★★★

© Tapan Dixit

Fantasy Action

1 Minutes   1.2K    3


Content Ranking

ମୁଁ ତର୍ପଣ କରୁଛି ତିଳ ତଣ୍ଡୁଳେ

ହୃଦୟ ମୃତ୍ୟୁର ଶୋକେ

‘ତମେ’ ନୀରୁଡ଼ା ନିଦରୁ ସପନ ତୋଳୁଛ

ଶୋଇ ଶୋଇ ସେଠି ସୁଖେ ,

ଅଦେଖା ପ୍ରଣୟ ଚୟନରେ ସାଥୀ

ନୟନେ ଲୁହର ବନ୍ୟା

କାହୁଁ ବା ବୁଝିବ ପ୍ରବାସୀ ବିରହ

ହେ! ମୁଖ ପୁସ୍ତିକାର

ଅଜଣା ରୁପସୀ କନ୍ୟା ||

ତପନ ଦୀକ୍ଷିତ

(ବେଳାଭୂମି)

10.10.2017

ଅଦେଖା ଲୁହ ରୁପସୀ

Rate the content


Originality
Flow
Language
Cover design

Comments

Post


Some text some message..