Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Abstract

2  

Rajalaxmi Tripathy

Abstract

ଏକ ସୀମାହୀନ ପରିବ୍ୟାପ୍ତି

ଏକ ସୀମାହୀନ ପରିବ୍ୟାପ୍ତି

1 min
6.4K


ଏକ ସୀମାହୀନ ପରିବ୍ୟାପ୍ତିର

ନିଶ୍ଚିତତା ନେଇ

ଖୋଲି ଯାଉଛି ସେ ବିଜନତାର

ବିଶାଳ ନୟନ।

ଅନାବୃତ ଇଚ୍ଛା ମାନେ

ଚାହୁଁନାହାଁନ୍ତି ଆଉ

ପିନ୍ଧିବାକୁ ସୁନାର ମେଖଳା।


ଟିକେ ଶୁଣ ମତେ,

ହେ ଅଲୌକିକ!

ଛନ୍ଦି ଦିଅ ମୋତେ

ଟାଣକରି ଫାସ

ତୁମ ମୋହନ ବାଣୀର

ମୋହିନୀ ଶକ୍ତିରେ

ବାଟ ହୁଡିବାର ନୁହେଁ

ଫେରିବା ସମୟରେ।


।।।ରାଜଲକ୍ଷ୍ମୀ।।।


Rate this content
Log in

Similar oriya poem from Abstract