Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Others

2  

Prakash Ranjan Parida

Others

ଦୁଃଖ

ଦୁଃଖ

1 min
6.5K



ଅପରାହଣର ଛାଇ ପରି,

ପୌଷର ରାତି ପରି

ଦୁଃଖର ଦିନଗୁଡ଼ା ଏତେ ଲମ୍ବଯେ

ସରିବ ସରିବ ହୋଇ ସରେନି

ଦୁଃଖ ସବୁ ମୋପାଇଁ ବିଷ କି ପୀୟୁଷ ଜାଣିନି,

ଜାଣିନି କେବେ ଆସିବ ଅଭୁଲା ଦିନ ଟିଏ

ବଦଳାଇ ଜୀବନର ଗତିପଥ

ଇତି ପଡ଼ିବ କେବେ ଦୁଃଖର କାଳିମା ଅକ୍ଷରେ ଲେଖା

ନୈରାଶ୍ୟର ଫର୍ଦ୍ଦ ଫର୍ଦ୍ଦ ଚିଠିର ଶେଷାଂଶେ ।

କେବେ ଉଇଁବ ଜୀବନର ଦିଗବଳୟ ସେପାଖୁ

ସୁଖର ଅବିର ବୁଣି ବୁଣି ସକାଳ ସୁରୁଜ

ସ୍ବପ୍ନ ସବୁ ଫୁଟିବେ ଫୁଲ ହୋଇ ମାନସ କାନନେ । ।

....

Email:litp.ranjan@gmail.com


Rate this content
Log in