Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Abstract

2  

Chinmayee Barik

Abstract

ରାସ୍ତା ତ ଅଲଗା ଥିଲା

ରାସ୍ତା ତ ଅଲଗା ଥିଲା

1 min
6.3K


ରାସ୍ତା ତ ଅଲଗା ଥିଲା

ସାହାସ ଟିକେ ଥିଲା ବୋଲି

ସାଥୀରେ ଚାଲିଥିଲୁ...

ପ୍ରତିଶ୍ରୁତି ବି କିଛି ନ ଥିଲା

ଝଡର ଭୟରେ ଛତାର

ସାହାରା ବି ନେଇ ନ ଥିଲୁ..

କଥା ସରିଯିବ ବୋଲି

ମନର କଥା ମନରେ

ରହିବା ଶ୍ରେୟ ମଣିଥିଲୁ...

ଏତେ ସବୁ କଲା ପରେ ବି

କିଛି ବାକିର ସନ୍ଧାନରେ

ପ୍ରତାରଣାଟିକୁ ଆବୋରି ବସିଲୁ.....

Lucy


Rate this content
Log in

Similar oriya poem from Abstract