Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

3  

Chittaranjan Lenka

Others

ସମୟ ବଳବାନ

ସମୟ ବଳବାନ

1 min
6.8K


ଅନ୍ୟ ସ୍ଥିତି ଦେଖି     ଉପହାସ କେବେ

କର ନାହିଁ କେଉଁ ଦିନ

ଆଜି ଯେ ଫକୀର    କାଲି ସେ ଅମୀର

ହେବାର ଅଛି ପ୍ରମାଣ


ଗର୍ବ ଅହଂକାର ଆଜି ଯାହା ଅଛି

କାଲିକି ନ ଥାଇ ପାରେ

ହେଲେ ତା ପ୍ରଭାବ   ଅତି ମାରାତ୍ମକ

ରହିଯାଏ କାଳେ କାଳେ


କୋଇଲା ବି ଦିନେ   ହୋଇଥାଏ ହୀରା

ଭୁଲ ନାହିଁ କେଉଁ ଦିନ

ଭବିଷ୍ୟତ ଶକ୍ତି               ସବୁଠାରୁ ଶ୍ରେଷ୍ଠ

ଏହା ଚାଣକ୍ୟ ବଚନ

ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in