Audio

Forum

Read

Contests

Language


Write

Sign in
Wohoo!,
Dear user,
ସମୟ ବଳବାନ
ସମୟ ବଳବାନ
★★★★★

© Chittaranjan Lenka

Others

1 Minutes   6.7K    7


Content Ranking

ଅନ୍ୟ ସ୍ଥିତି ଦେଖି     ଉପହାସ କେବେ

କର ନାହିଁ କେଉଁ ଦିନ

ଆଜି ଯେ ଫକୀର    କାଲି ସେ ଅମୀର

ହେବାର ଅଛି ପ୍ରମାଣ


ଗର୍ବ ଅହଂକାର ଆଜି ଯାହା ଅଛି

କାଲିକି ନ ଥାଇ ପାରେ

ହେଲେ ତା ପ୍ରଭାବ   ଅତି ମାରାତ୍ମକ

ରହିଯାଏ କାଳେ କାଳେ


କୋଇଲା ବି ଦିନେ   ହୋଇଥାଏ ହୀରା

ଭୁଲ ନାହିଁ କେଉଁ ଦିନ

ଭବିଷ୍ୟତ ଶକ୍ତି               ସବୁଠାରୁ ଶ୍ରେଷ୍ଠ

ଏହା ଚାଣକ୍ୟ ବଚନ

ଚିତ୍ତ ରଞ୍ଜନ ଲେଙ୍କା (କଟକ) ©

ଅହଂକାର ଉପହାସ ପ୍ରଭାବ

Rate the content


Originality
Flow
Language
Cover design

Comments

Post


Some text some message..