Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଚାରିଖଣ୍ଡ ବାଉଁଶ
ଚାରିଖଣ୍ଡ ବାଉଁଶ
★★★★★

© Ranita Swain

Inspirational

1 Minutes   6.5K    5


Content Ranking

ଦେଖୁଛ ଏ ବାଇ ଚଢେଇର ବସାକୁ

କେମିତି ଦୋହଲୁଛି

କେତେବେଳେ ଯେ ତଳେ ପଡି ଯିବ

ତା' ର କି ଭରଷା ||


ଜୀବନଟା ପରା ଠିକ୍ ଏମିତି

ଏଇନେ ଅଛି ଏଇନେ ନଥିବ

କଣ ମିଳୁଛି ଏ ତୋର ମୋର

ଭାଗ ବାଣ୍ଟରୁ

ଯିଏ ଯାହା କରୁଛି କରୁ ମ

କୋଟି ପତି ହେଉ ଅବା ଗରୀବ

ଗଲାବେଳେ ସେଇ ଚାରିଖଣ୍ଡ ବାଉଁଶ ଲୋଡା ମ...||

ଚାରିଖଣ୍ଡ ବାଉଁଶ ଭରଷା ଚଢେଇ

Rate the content


Originality
Flow
Language
Cover design

Comments

Post

Some text some message..