Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranita Swain

Inspirational

2  

Ranita Swain

Inspirational

ଚାରିଖଣ୍ଡ ବାଉଁଶ

ଚାରିଖଣ୍ଡ ବାଉଁଶ

1 min
6.5K


ଦେଖୁଛ ଏ ବାଇ ଚଢେଇର ବସାକୁ

କେମିତି ଦୋହଲୁଛି

କେତେବେଳେ ଯେ ତଳେ ପଡି ଯିବ

ତା' ର କି ଭରଷା ||


ଜୀବନଟା ପରା ଠିକ୍ ଏମିତି

ଏଇନେ ଅଛି ଏଇନେ ନଥିବ

କଣ ମିଳୁଛି ଏ ତୋର ମୋର

ଭାଗ ବାଣ୍ଟରୁ

ଯିଏ ଯାହା କରୁଛି କରୁ ମ

କୋଟି ପତି ହେଉ ଅବା ଗରୀବ

ଗଲାବେଳେ ସେଇ ଚାରିଖଣ୍ଡ ବାଉଁଶ ଲୋଡା ମ...||


Rate this content
Log in

Similar oriya poem from Inspirational