Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

2.5  

Sukanti Hotta

Others

ଗଣେଶ ବନ୍ଦନା

ଗଣେଶ ବନ୍ଦନା

1 min
5.1K



ଗଣପତି ତୁମେ ଗଣନାୟକ, ବିଘ୍ନ ହର୍ତ୍ତା ତୁମେ ବିଶ୍ୱ ପାଳକ l

ଏକ ଦନ୍ତ ତୁମେ ମହାନାୟକ, ପାର୍ବତୀ ନନ୍ଦନ ସୁଖ କାରକ l

ହସ୍ତୀ ମୁଖ ତୁମେ ଶୁଭ ଦାୟକ,ହେ ଶିବ ପୁତ୍ର ଦୁଃଖ ନାଶକ l

ଅଗ୍ର ପୂଜ୍ୟ ହେ ସିଦ୍ଧି ବିନାୟକ, ଭୂବନ ପତି ହେ ବିଦ୍ୟା ପ୍ରଦାୟକ l

ଧନଜନ ଦାତା ତୁମେ ଶ୍ରେଷ୍ଟ ବାଦକ, ହେ ମୃତ୍ୟୁଞ୍ଜୟ ମୁକ୍ତି ଦାୟକ l


ସୁକାନ୍ତି ହୋତା


Rate this content
Log in