Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amulya Kumar Panda

Others

3  

Amulya Kumar Panda

Others

"ବର୍ଷା ଓ ପ୍ରିୟା"

"ବର୍ଷା ଓ ପ୍ରିୟା"

1 min
7.0K


"ବର୍ଷା ଓ ପ୍ରିୟା"
--------------------
ବର୍ଷାରେ ଭିଜିଲେ ଯେତେ ମୁହିଁ ଆଜି 
ହୃଦୟେ ବଢୁଛି ତାତି 
ତୁମ ବିରହରେ ଭଲ ଲାଗୁନାହିଁ 
କିବା ଦିନ କିବା ରାତି 
ଆଗୋ ମୋର ମଧୁମତୀ 
ଦେଖା ଦେଇ ଥରେ ଫେରି ଚାଲିଗଲ 
ହୋଇ ମୋର ପ୍ରିୟ ସାଥି । 
 
ତୁମରି ବିହୁନେ ହୃଦୟରେ ମୋର 
ଧିରେ ଧିରେ ବଢେ ଦୁଃଖ 
ତୁମରି ବିହୁନେ ହଜି ଯାଇଛି ମୋ 
ଅଭୁଲା ସ୍ମୃତିର ସୁଖ 
ଆଶ୍ଚର୍ଯ୍ୟର କଥା ଦେଖ 
ଦର୍ପଣକୁ ମୁହିଁ ଚାହିଁ ଦିଏ ଯେବେ 
ଦିଶେ ତୁମ ହସ ମୁଖ । 
----------------------------------------
-------- ଅମୂଲ୍ୟ କୁମାର ପଣ୍ଡା -------
---ଅରଙ୍ଗାବାଦ୍ , ବରୀ , ଯାଜପୁର---


Rate this content
Log in