Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

2  

Santosh Pattnayak

Others

ସୁକର୍ମେ ଲଭିବୁ ସୁଖି

ସୁକର୍ମେ ଲଭିବୁ ସୁଖି

1 min
7.4K


ଦେହ ଥିଲେ ପୀଡା ଆସିବରେ ବାବୁ

ସହଜେ ସାଆନ୍ତେ ଦୁଃଖି

ସୁଖ ଆଉ ଦୁଃଖ ସବୁ କର୍ମ ଫଳ

ସୁକର୍ମେ ଲଭିବୁ ସୁଖି.....

ଜୀବନ ପଥରେ ବିଘ୍ନ ଆସିଥାଏ

ରଖିଥା’ ଭକ୍ତି ବ୍ୟଞ୍ଜନ

ସୁସ୍ଥ ହେଇ ଏବେ ସାଆନ୍ତେ ଆସିବେ

ମାଗିନେବୁ ମନସ୍କାମ....

ହଟିଆ ଠାକୁର ହଟ ଭିଆଇବ

ସାବଧାନ ଟିକେ ଥିବୁ

ସୁ'ମନେ ସୁମନ କରି ଅରପଣ

ପୟରେ ଶରଣ ନେବୁ

ବିଶ୍ଵାସକୁ ମୂଳ ଶ୍ରଦ୍ଧାକୁ ସମ୍ବଳ

କରି ନିବେଦନ ହବୁ

ଘେନିଲେ ବିନତି ସେ ଜଗତ ପତି

ଭବ ନର୍କୁ ତରିଯିବୁ

ସୁଖ ନିତି ଭୁଞ୍ଜୁଥିବୁ ....


Rate this content
Log in