କାହା ପାଇଁ ଜଣା ନାହିଁ
କାହା ପାଇଁ ଜଣା ନାହିଁ
1 min
7.1K
ପବନ ବୋହିଲା
ବର୍ଷା ବି ହୋଇଲା
କିନ୍ତୁ କାହା ପାଇଁ ଜଣା ନାହିଁ
ମନ ଏକା ଥିଲା
ଜୀବନ ବି ଗଲା
କିନ୍ତୁ କାହା ପାଇଁ ଜଣା ନାହିଁ
ସମୟ ଆସିଲା
ସମୟ ବି ଗଲା
ଦୁଃଖ ବଦଳିଲା ନାହିଁ
କିନ୍ତୁ କାହା ପାଇଁ ଜଣା ନାହିଁ
ତୁମେ ବି ହସିଲ
ସିଏ ବି ହସିଲା
ବୁଝିଲାନି ମନ ଏଇ
କିନ୍ତୁ କାହା ପାଇଁ ଜଣା ନାହିଁ
ଦୁଃଖ ବି ଆସିଲା
ହୃଦୟ କାନ୍ଦିଲା
ଛୁଟିଲା ଲୁହର ନଇ
କିନ୍ତୁ କାହା ପାଇଁ ଜଣା ନାହିଁ
କିନ୍ତୁ କାହା ପାଇଁ ଜଣା ନାହିଁ ।